ଜୟପୁରରେ ହାଜତ ମୃତ୍ୟୁ : ୨ ପୋଲିସ ନିଲମ୍ବିତ
କୋରାପୁଟ: କୋରାପୁଟ ଜିଲ୍ଲାର ଜୟପୁର ସଦସର ଥାନାରେ ହାଜତ ମୃତ୍ୟୁ ଘଟଣାରେ ସ୍ଥାନୀୟ ଏସପି ଜଣେ ଏଏସଆଇ ଏବଂ ଜଣେ କନେଷ୍ଟବଳଙ୍କୁ ନିଲମ୍ବିତ କରିଥିଲା ବେଳେ ସ୍ଥାନର ଆଇଆଇସିଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି । ନିଲମ୍ବିତ ଏଏସଆଇ ହେଲେ ସପନ ସରକାର ଓ କନଷ୍ଟେବଳ ହେଲେ ଡି.କେ ମାଝୀ ।!-->…
Read More...
Read More...