Browsing Category

ରାଜ୍ୟ

ରାଜ୍ୟର ବିିଭନ୍ନ ନଦୀରେ ୩୨ ଘାଇ

ଭୁବନେଶ୍ୱର- ରାଜ୍ୟରେ ବିିଭିନ୍ନ ନଦୀରେ ୩୨ ଟି ଘାଇ ସଷ୍ଟି ହୋଇଛି । ଯାଜପୁରରେ କେବଳ ୨୪ ଟି ଘାଇ ହୋଇଥିବା ବେଳେ ମହାନଦୀ ସିଷ୍ଟମରେ ୨ଟି ଘାଇ ସୃଷ୍ଟି ହୋଇଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି । ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ବୈତରଣୀ ଓ…
Read More...

୨୪ଘଂଟାରେ ୬୦ ହାଜର ଟପିଲା କରୋନା ଟେଷ୍ଟିଂଙ୍ଗ

ଭୁବନେଶ୍ୱର- ଆଜି ଗୋଟିଏ ଦିନରେ ୬୦,୬୪୬ କରେନା ଟେଷ୍ଟିଂଙ୍ଗ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆରଟିପିସିଆର ୭୬୭୩, ର୍ୟାପିଡ ଆଂଟିଜେନ ଟେଷ୍ଟ ୫୨,୮୪୩, ଟ୍ରୁନଟ ଟେଷ୍ଟ ୧୩୦ ରହିଛି । ମୟୂରଭଞ୍ଜରେ ସବାର୍ଧକ ୯୫୪୬ ସାମ୍ପୁଲ…
Read More...

ଲାଂଚ ନେଇ ଗଞ୍ଜେଇ ବୋଝେଇ ଗାଡିକୁ ଛାଡିଲେ ପୋଲିସ ବାବୁ

ମାଲକାନାଗିରି- ଲାଂଚ ନେବା ପଡିଲା ମହଙ୍ଗା । ଲାଂଚ ନେଇ ଗଞ୍ଜେଇ ବୋଝେଇ ଗଡିକୁ ଛାଡିବା ଘଟଣାରେ ଜଣେ ଏସଆଇ ଓ ୨ ହୋଗଗାର୍ଡ ଗିରିଫ ହେବା ସହ ଏସଆଇଙ୍କୁ ନିଳମ୍ବନ କରାଯାଇଛି । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଳ୍ଲାରେ । ମୁଦୁଲିପଡା ଥାନାର ଏହି ପୋଲିସ କର୍ମଚାରୀ ଖଇରିପୁଟ…
Read More...

ମହାନଦୀରେ ବଡ ବନ୍ୟା!

ଭୁବନେଶ୍ୱର: ଲଗାଣ ବର୍ଷା ପରେ ରାଜ୍ୟର ଉପକୂଳ ଅଞ୍ଚଳରେ ନାହିଁ ନଥିବା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷାଯୋଗୁଁ ହୀରାକୁଦ ଜଳଭଣ୍ଡାରର ୪୬ଟି ଗେଟ୍ ଖୋଲାଯିବା ଯୋଗୁଁ ଉପକୂଳ ଓଡିଶାରେ ବଡ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ହୀରାକୁଦ ଜଳଭଣ୍ଡାରର ଜଳଧାରଣ…
Read More...

ଜେଇଇ ଓ ନିଟ୍ ପରୀକ୍ଷାକୁ ଛାତ୍ର କଂଗ୍ରେସର ବିରୋଧ

ଭୁବନେଶ୍ୱର: ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ରାଜ ଭବନ ସମ୍ମୁଖରେ କରୋନା ମହାମାରୀ ସମୟରେ ଜେଇଇ ଓ ନିଟ୍ ପ୍ରବେଶିକା ପରୀକ୍ଷା ଘୁଂଚାଇବା ଦାବିରେ ବିକ୍ଷୋଭ ପ୍ରଦର୍ଶନ ଓ ଦିନିକିଆ ଅନଶନ ମଧ୍ୟ କରାଯାଇଛି । ଦୀର୍ଘ ୬ ମାସ ଧରି କରୋନା ମହାମାରୀ ସାଧାରଣ ଜୀବନକୁ ବିପର୍ଯ୍ୟସ୍ତ କରିଦେଇଛି ।…
Read More...

୧୦୦ ବିଦ୍ୟୁତ କର୍ମଚାରୀଙ୍କ ସ୍ୱାବ ସଂଗ୍ରହ

ବାଲିକୁଦା: କଟକରେ ଜଣେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କର ମୃତ୍ୟୁ ହେବା ଓ ଭୂବନେଶ୍ୱରରେ ଟାଟା ପାୱାରର ଏକାଧିକ ବରିଷ୍ଠ ଅଧିକାରୀ କରୋନା ଆକ୍ରାନ୍ତ ହେବା କାରଣରୁ ନିଜକୁ ସୁରକ୍ଷା ମଣି ବାଲିକୁଦା ବିଦ୍ୟୁତ ବିଭାଗ ପକ୍ଷରୁ ଆଜି ସ୍ୱାବ ସଂଗ୍ରହ ଅଭିଯାନ କରାଯାଇଥିଲା । ଯେଉଁଥିରେକି…
Read More...

ବୈତରଣୀ ଓ ଶାଖା ନଦୀରେ ୩ ଘାଇ

ଯାଜପୁର : ବୈତରଣୀ ଓ ଏହାର ଶାଖା ନଦୀରେ ପ୍ରବଳ ବନ୍ୟା ଯୋଗୁ ୩ ଗୋଟି ଘାଇ ସୃଷ୍ଟି ହୋଇଚ୍ଥି । ଦଶରଥପୁର ବ୍ଳକର କମଳପୁର ଓ ଦତପୁର ଏବଂ ଯାଜପୁର ବ୍ଳକର ସିମିଳିଆ ଠାରେ ଘାଇ ସୃଷ୍ଟି ହେବାରୁ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଚ୍ଥି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ,…
Read More...

ପରିବାରର ୪ କରୋନା ଆକ୍ରାନ୍ତ

ବାଲିକୁଦା : ବାଲିକୁଦାରେ କରୋନା ନିଜର କାୟା ବିସ୍ତାର କରି ଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଥିବା ବେଳେ ଏ ମାନଙ୍କ ମଧ୍ୟରୁ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହୋଇ ୧୦୮ ଜଣ ସୁସ୍ଥ ହୋଇ ସାରିଛନ୍ତି । ଅନ୍ୟ ୩୪ ଟି ଆକ୍ଟିଭ କେସ ରହିଥିବା ବେଳେ ଏମାନେ ଏବେ ବିଭିନ୍ନ…
Read More...

ଅଡ଼ଶପୁରର ଓଡ଼ିଆ ପୁଅଙ୍କ ଚିଙ୍ଗାରି ଆପ୍

ଭୁବନେଶ୍ୱର: ଆଗ୍ରାହ ଯେବେ ପେସାରେ ପରିଣତ ହୁଏ, ସ୍ୱପ୍ନ ସାକର କରିବା ପାଇଁ ବାଟ ଖୋଲିଯାଏ । ଏଭଳି ସ୍ଥଳେ ମଣିଷ ସ୍ଥାନ, କାଳ ପରିଚୟକୁ ଲଘିଂ ଯାଇପାରେ । ଯାହାର ଶ୍ରେଷ୍ଠ ଉଦାହରଣ ହେଉଛନ୍ତି ଭାରତକୁ ଟିକ୍ଟକ୍ର ବିକଳ୍ପ ‘ଚିଙ୍ଗାରି ଆପ୍’ ଭେଟି ଦେଇଥିବା ଓଡ଼ିଆ ପୁଅ ବିଶ୍ୱାତ୍ମା ନାୟକ ।…
Read More...

ଆଇଆରଡିଇ ନିର୍ଦେଶକ ହେଲେ ବିନୟ ଦାସ

ବାଲେଶ୍ୱର: ଡିଆରଡିଓ ଅଧୀନ ଆଇଆରଡିଇ (ଇନଷ୍ଟ୍ରୁମେଂଟ ରିସର୍ଚ୍ଚ ଆଣ୍ଡ ଡେଭେଲପମେଂଟ ଏଷ୍ଟାବ୍ଲି ସମେଂଟ) ର ନିର୍ଦେଶକ ହେଲେ ବରିଷ୍ଠ ବୈଜ୍ଞାନିକ ଡକ୍ତର ବିନୟ କୁମାର ଦାସ । ଡେରାଡୁନ୍ସ୍ଥିତ ପ୍ରତିରକ୍ଷା ମନ୍ତ୍ରାଳୟରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ନିର୍ଦେଶକ ଭାବେ ଡକ୍ଟର ଦାସ…
Read More...