Browsing Category

ରାଜ୍ୟ

ଜେଇଇ ଆଶାୟୀ ପରୀକ୍ଷାର୍ଥୀଙ୍କୁ ପ୍ରଶାସନ କରିବ ସହଯୋଗ

ଯାଜପୁର : ୨୦୨୦ ବର୍ଷ ପାଇଁ ସର୍ବ ଭାରତୀୟ ଜେଇଇ ପରୀକ୍ଷା ଦେବାକୁ ଥିବା ଆଶାୟୀ ପ୍ରାର୍ଥୀ ମାନଙ୍କୁ ପ୍ରଶାସନ ପକ୍ଷରୁ ସହଯୋଗର ସୂଚନା ଦିଆଯାଇଚ୍ଥି । ଇତି ମଧ୍ୟରେ ରାଜ୍ୟ ସରକାର ସର୍ବ ଭାରତୀୟ ସ୍ତରରେ ଆୟୋଜିତ ହେବାକୁ ଥିବା ଏହି ପରୀକ୍ଷାକୁ କରୋନା ଓ ବନ୍ୟା ପରିସ୍ଥିତି ପାଇଁ…
Read More...

ଲାୟନ୍ସ କ୍ଲବ ପକ୍ଷରୁ ମଧୁମେହ ପରୀକ୍ଷା

ଭୁବନେଶ୍ୱର: ଲାୟନ୍ସ କ୍ଲବ ସ୍ମାଇଲ, ଭୁବନେଶ୍ୱର କ୍ଲବ ନଂ: ୩୨୨ସି୪ ତରଫରୁ ମଦର ଚାରିଟେବଲ ଟ୍ରଷ୍ଟ ଭୁବନେଶ୍ୱର ପରିସରରେ ମଧୁମେହ ରୋଗ ନିର୍ଣ୍ଣୟ ଲାଗି ରକ୍ତ ପରୀକ୍ଷା କରାଯାଇଥିଲା ଓ ସାନିଟାରୀ ନାପକିନ ଦିଆଯାଇଥିଲା । ଏହି ଅବସରରେ କ୍ଲବ ସଭାପତି ଶ୍ରୀମତୀ ସସ୍ମିତା ସ୍ୱାଇଁ, ଉପ ସଭାପତି…
Read More...

ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ୬ ଅଟକ

ରାୟଗଡ଼ା: ଗୁଣପୁର ଥାନା ଅଂଚଳରେ ଜଣେ ଆଦିବାସୀ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଜଣେ କି ଦୁଇ ଜଣ ନୁହେଁ ଗଣଦୁଷ୍କର୍ମରେ ସଂପୃକ୍ତ ଅଛନ୍ତି ୬ ଯୁବକ । ୮ ମାସ ଧରି ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ବିଭିନ୍ନ ସମୟରେ ଦୁଷ୍କର୍ମ କରି ଆସୁଥିବା ଅଭିଯୋଗ ହୋଇଛି । ପୀଡିତା ଏବେ ୬ ମାସର…
Read More...

ଯାଜପୁରରେ ବନ୍ୟା ବିଭୀଷିକା

ଯାଜପୁର- ଯାଜପୁରରେ ବନ୍ୟା ଜଳ ପଶି ସ୍ଥିତି ବେହାଲ ହୋଇପଡିଛି । ଜିଲ୍ଲାରେ ୨୬ଟି ଘାଇ ହୋଇ ୧୨୪ ଗ୍ରାମ ପଂଚାୟତର ପ୍ରାୟ ୪ ଲକ୍ଷ ୫୦ ହଜାର ଲୋକ ପ୍ରଭାବିତ ହୋଇଛନତି । ୨୮୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ୧୨ ଟି ଦମକଳ ବାହିନୀ, ୪ଟି ଓଡ୍ରାଫ ଓ ୨ଟି ଏନଡିଆରଏଫ ଟିମ ଉଦ୍ଧାର କରିବା…
Read More...

ଭଦ୍ରକ ଉପଜିଲ୍ଲାପାଳ କରୋନା ପଜିଟିଭ

ଭଦ୍ରକ- ଭଦ୍ରକ ଉପଜିଲ୍ଲାପାଳ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ସ୍ଥାନୀୟ ଜିଲ୍ଲାପାଳ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ଅତିରିକ୍ତ ଉପଜିଳ୍ଲାପାଳ ମନୋରମା ଭୂୟାଁ ଆସନ୍ତା ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଉପଜିଲ୍ଲାପାଳ ଭାବେ ରହିବେ ।
Read More...

ବ୍ରହ୍ମଗିରିରେ ବୋମାମାଡ: ଦୁଇ ଯୁବକ ଆହାତ

ପୁରୀ- ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କଟକପଡା ଗାଁରେ ବୋମାମାଡ । ଏହି ଘଟଣାରେ ଦୁଇ ଯୁବକ ଆହାତ ହୋଇଛନ୍ତି । ଆହାତ ଦ୍ୱୟ ହେଲେ ନିରଞ୍ଜନ ସେଠୀ ଓ ନନ୍ଦ କିଶୋର ବେହେରା । ଆହାତଙ୍କୁ ସ୍ଥାନୀୟ ଲୋକେ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି ।…
Read More...

ଜେଇଇ ଓ ନିଟ୍ ପରୀକ୍ଷା ଘୁଂଚାଇବାକୁ ଯୁବ କଂଗ୍ରେସର ଦାବୀ

ଭୁବନେଶ୍ୱର: ଅଖିଳ ଭାରତୀୟ ଯୁବ କଂଗ୍ରେସ ଓ ପ୍ରଦେଶ ଯୁବ କଂଗ୍ରେସର ଆହ୍ୱାନକ୍ରମେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭୁବନେଶ୍ୱର ଏବଂ ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ସାମାଜିକ ଦୂରତା ରକ୍ଷାକରି ଜେଇଇ ଓ ନିଟ୍ ପରୀକ୍ଷା ଘୁଂଚାଇବା ଦାବୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା…
Read More...

ଯୋଡା ବିକାଶ ପରିଷଦ ପକ୍ଷରୁ ବୃକ୍ଷ ରୋପଣ

ଯୋଡା: କେନ୍ଦୁଝର ଜିଲ୍ଲା ଯୋଡା ପୌରାଞ୍ଚଳର ସାମୁହିକ ବିକାଶକୁ ନେଇ ଗଠିତ ହୋଇଥିବା ସାମାଜିକ ଅନୁଷ୍ଠାନ ଯୋଡା ବିକାଶ ପରିଷଦ ଶେଷରେ ଯୋଡା ବାସୀଙ୍କୁ ସହଯୋଗ ତଥା ପରିଷଦର କାର୍ଯ୍ୟକର୍ତାଙ୍କ ଐକାନ୍ତ ଉଦ୍ୟମରେ ଜିଲ୍ଲା ପ୍ରଶାସନ ଦ୍ୱାରା ପଞ୍ଜିକୃତ ହୋଇଥିବା ଖବର ହସ୍ତଗତ ହୋଇଛି । ଏହି…
Read More...

ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ୧୫ ଦିନିଆ ସଟଡାଉନ୍ ପାଇଁ ମାମଲା

କଟକ: କରୋନା ଭୂତାଣୁ ସଂକ୍ରମଣକୁ ନେଇ ଦେଖାଦେଇଥିବା ସ୍ଥିତିର ନିୟନ୍ତ୍ରଣ ପାଇଁ ଖୋର୍ଦ୍ଧା, କଟକ ଓ ଗଞ୍ଜାମ ସହିତ ରେଡ୍ ଜୋନରେ ଥିବା ସମସ୍ତ ଜିଲା ଓ ଅଞ୍ଚଳକୁ ୧୫ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଉ ଦର୍ଶାଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ହାଇକୋର୍ଟ ବାର୍ ଆସୋସିଏସନର…
Read More...

ଗୋଆକୁ ଟପିିବ ପୁରୀ ‘ବ୍ଲୁ ଫ୍ଲାଗ୍ ବିଚ୍’!

ପୁରୀ: ପୁରୀ ବେଳାଭୂମି ବହୁ ଦଶନ୍ଧି ପରେ ତାର ବାସ୍ତବ ରୂପ ଗ୍ରହଣ କରିଛି । ଏହି ବେଳା ଭୂମିକୁ ବିଶ୍ୱସ୍ତରୀୟ କରାଯାଇଛି । ସୁବିଧାସୁଯୋଗ, ସାଜସଜ୍ଜା ଓ ସବୁଜିମା ବେଳାଭୂମିକୁ ନୂଆ ଚେହେରା ଦେଇଛି । ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ସବୁ ସୁବିଧା ଖାଞ୍ଜି ଦିଆଯାଇଛି । ପୁରୀର ଏହି ବ୍ଲୁ…
Read More...