Browsing Category

ରାଜ୍ୟ

ଡାକ୍ତରଙ୍କ ଆକାଉଂଟରୁ ଲକ୍ଷାଧିକ ଟଙ୍କା ଗାଏବ କରି ସୁନ୍ଦରୀ ଯୁବତୀ ଗିରଫ

ଅନୁଗୋଳ- ଜଣେ ଅବସରପ୍ରାପ୍ତ ହୋମିଓପ୍ୟାଥିକ ଡାକ୍ତରଙ୍କ ଆକାଉଂଟରୁ ଲକ୍ଷାଧିକ ଟଙ୍କା ହଡପ କରି ଗିରିଫ ହୋଇଛନ୍ତି ଜଣେ ସୁନ୍ଦରୀ ଯୁବତୀ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ପୂରା ୪ ଲକ୍ଷ ୫୭ ହଜାର ୩୮୫ ଟଙ୍କା ୮୪ ପଇସା ଗାଏବ ହୋଇଯାଇଛି । ବିିଭିନ୍ନ କିସ୍ତିରେ ଏସବୁ ଟଙ୍କା ଉଠା ହୋଇଥିବା
Read More...

ଖର୍ଚ୍ଚ ହିସାବ ଦେଇନାହାନ୍ତି ସମ୍ବଲପୁର ଓ ରେଭେନ୍ସା ବିଶ୍ବବିଦ୍ୟାଳୟ

ଭୁବନେଶ୍ବର:୨୦୧୯-୨୦ ଆର୍ଥିକ ବର୍ଷ‌ରେ ଜିଆଇଏ ଦରମା ପାଇଁ ସରକାର ଦେଇଥିବା ଅର୍ଥର ହିସାବ ଦାଖଲ କରିନି ରେଭେନ୍ସା ବିଶ୍ବବିଦ୍ୟାଳୟ। ଏଯାବତ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅର୍ଥର ହିସାସ ବା ବିନିଯୋଗ ପ୍ରମାଣପତ୍ର ପ୍ରଦାନ କରାଯାଇନି। ସେହିପରି ସମ୍ବଲପୁର ବିଶ୍ବବିଦ୍ୟାଳୟ ଚତୁର୍ଥ ଶ୍ରେଣୀ
Read More...

ଓଡ଼ିଶା ରୋଲ୍‍ ମଡେଲ୍‍, ସୁନାମି ସୁପରିଚାଳନା ପାଇଁ ୨ଗ୍ରାମକୁ ୟୁନେସ୍କୋ ସାର୍ଟିଫିକେଟ୍‌

ଭୁବନେଶ୍ୱର: ସୁନାମି ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ସଫଳତା। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ଦୁଇଟି ଉପକୂଳ ଗ୍ରାମକୁ ସୁନାମି ମୁକାବିଲା ପ୍ରତିରୋଧୀ (ମୁକାବିଲା ପାଇଁ ପ୍ରସ୍ତୁତ) ବୋଲି ୟୁନେସ୍କୋ ପକ୍ଷରୁ ଘୋଷଣା କରାଯାଇଛି। ଭାରତ ମହାସାଗର ଅଞ୍ଚଳ ଭାବେ ଭାରତକୁ ଏହି ସଫଳତା
Read More...

ବିଶ୍ୱ ହସ୍ତତନ୍ତ ଦିବସ: ପଶ୍ଚିମ ଓଡିଶାରେ ହସ୍ତତନ୍ତ, ପର୍ଯ୍ୟଟନ ଓ କାରିଗରୀ ଗାଁ ପ୍ରତିଷ୍ଠା ଦାବି କଲା ଗ୍ଲୋ

ବଲାଙ୍ଗୀର : ସାରା ବିଶ୍ୱ ପାଳନ କରୁଛି ବିଶ୍ୱ ହସ୍ତତନ୍ତ ଦିବସ । ହସ୍ତତନ୍ତ ଉତ୍ପାଦ ମାନଙ୍କର ଆବଶ୍ୟକ ପ୍ରଚାର, ବୁଣାକାର ମାନଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରିଥିବା ସତ୍ୱେ ବଲାଙ୍ଗିର ଜିଲା ତଥା ଆଖପାଖ ଜିଲାର ବୁଣାକାର ମାନଙ୍କ ଅବସ୍ଥା ଶୋଚନୀୟ ରହିଛି । ବର୍ତ୍ତମାନ
Read More...

ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁରି

ବଲାଙ୍ଗୀର: ବଲାଙ୍ଗିର ପାଇଁ ବହୁ ପ୍ରତିକ୍ଷିତ ଟ୍ରକ୍ ଟର୍ମିନାଲ ନିର୍ମାଣର ରାସ୍ତା ଖୋଲି ଯାଇଛି । ଏଥି ପାଇଁ ଜାତୀୟ ରାଜପଥ ବିଭାଗ ଏହା ଭିତରେ ଜମି ନିରୀକ୍ଷଣ କରିବା ସହ ତାହା ପାଇଁ ଏକ ସବିଶେଷ ପ୍ରୋଜେକ୍ଟ ରିପୋର୍ଟ ତିଆରି କରିସାରିଛି । ବହୁତ କମ୍ ଦିନ ଭିତରେ ୧୦କୋଟି ଟଙ୍କାର ଏକ
Read More...

କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ପ୍ଲାଜମା ଦାନ କରିବାକୁ ଆହ୍ୱାନ୍

ଭୁବନେଶ୍ୱର: କରୋନା ମହାମାରୀ ସାରା ବିଶ୍ୱରେ ନିଜର କରାଳ ଛାୟା ଖେଳାଇ ଜନମାନସକୁ ଅସ୍ତବ୍ୟସ୍ତ କରିସାରିଥିବା ବେଳେ ଭାରତ ବର୍ଷରେ ପ୍ରତିଦିନ ବହୁ ମାତ୍ରାରେ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେଉଥିବା ଦେଶ ତଥା ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଓଡିିଶାରେ କରୋନାର ସଂକ୍ରମଣ ଏବଂ କରୋନା
Read More...

ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ନୀରବ ପ୍ରାର୍ଥନା ଓ ଶପଥ ପାଠ

ଭୁବନେଶ୍ୱର: କୋଭିଡ୍ ଯୋଦ୍ଧାମାନଙ୍କ ଉତ୍ସର୍ଗୀକୃତ ସେବା ଓ ସର୍ବଶ୍ରେଷ୍ଠ ତ୍ୟାଗ ପାଇଁ ସେମାନଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଳି ଜ୍ଞାପନ କରିବା ଏବଂ ଆଗଧାଡିରେ ରହି ଦିନରାତି ସଂଗ୍ରାମ କରୁଥିବା ସମସ୍ତ କୋଭିଡ୍ ଯୋଦ୍ଧାଙ୍କ ସମ୍ମାନାର୍ଥେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ
Read More...

ଏନଏସିରେ ପାନୀୟ ଜଳ ଯୋଗାଣ ଦିଗହରା

ଚମ୍ପୁଆ:ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଯାଏଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକମାନଙ୍କୁ ସ୍ୱଛ ପାନିୟ ଜଳ ଯୋଗାଇବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟୀ କୋଟୀ ଅର୍ଥ ବ୍ୟୟ କରୁ ଥିଲେ ହେଁ ଏହାର ସୁଫଳ ଲୋମାନେ ପାଇବାରୁ ବଂଚିତ ହେଉଛନ୍ତି ।ଅଭିଯୋଗ ଅନୁଯାୟୀ ଚମ୍ପୁଆ
Read More...

ସାଲିଆସାହିରେ ଏପର୍ଯ୍ୟନ୍ତ ୧୧୨ କରୋନା ପଜେଟିଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସବୁଠାରୁ ବଡ଼ ବସ୍ତି ସାଲିଆସାହିରେ ଏପର୍ଯ୍ୟନ୍ତ ପ୍ରାୟ ୧୧୨ ଜଣ କରୋନା ପଜେଟିଭ ଚିହ୍ନଟ ହୋଇସାରିଲେଣି, ଯାହା ରାଜଧାନୀ ପାଇଁ ବଡ଼ ଚାଲେଞ୍ଜ ମଙ୍ଗଳବାର ସାଲିଆସାହିରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥି ବେବେଳ ୧୦ ଜଣ ଚିହ୍ନଟ ହୋଇଛନ୍ତି । ଦୁଇ ଦିନରେ ୨୧
Read More...

ବିଦ୍ୟୁତ ପ୍ରକଳ୍ପ ଗଲା କୁଆଡେ?

ବଅଁରପାଳ: ନାଲକୋ ଅନୁଗୋଳ ସ୍ଥିତ ଆଲୁମିନିୟମ ଉତ୍ପାଦନ କରୁଥିବା ସ୍ମେଲଟର ପ୍ଲାଂଟକୁ କାର୍ଯ୍ୟକ୍ଷମ କରିବା ପାଇଁ ଅଧିକ ବିଦ୍ୟୁତ ଶକ୍ତିର ଆବଶ୍ୟକତା ରହିଛି । ସେହି ଆବଶ୍ୟକତାକୁ ପୁରଣ କରିବା ପାଇଁ ନାଲକୋର ନିଜସ୍ୱ ତାପଜ ବିଦ୍ୟୁତ କେନ୍ଦ୍ର ଅଛି । ସେହି ବିଦ୍ୟୁତ ପ୍ରକଳ୍ପରୁ ୧୨୦୦
Read More...