Browsing Category

ରାଜ୍ୟ

କରୋନା ଆକ୍ରାନ୍ତ ଧର୍ମେନ୍ଦ୍ର ଓ ଶାହାଙ୍କ ଆଶୁ ଆରୋଗ୍ୟ କାମନା

ଢେଙ୍କାନାଳ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ଏବଂ କେନ୍ଦ୍ର ପେଟ୍ରୋଲିୟମ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରୋନା ସଂକ୍ରମଣରୁ ଆଶୁ ଆରୋଗ୍ୟ କାମନା କରି ଆଜି ଭାରତୀୟ ଜନତା ପାର୍ଟି, ଢେଙ୍କାନାଳ ଜିଲ୍ଲା ତରଫରୁ ଜିଲ୍ଲା ସଭାପତି ଆଡଭୋକେଟ୍ ନରେଶ ଚନ୍ଦ୍ର ମହାପାତ୍ରଙ୍କ…
Read More...

ଭୋକ ବିକଳରେ ବାଲକୋନିରେ ଷଣ୍ଢ

ଧଉଳି: କଅଁଳିଆ କୃଷ୍ଣଚୂଡ଼ା ଡାଳପତ୍ର ଖାଇବା ଲୋଭରେ ଷଣ୍ଢଟି ଏକ ନିର୍ମାଣାଧୀନ ଘରର ଛାତ ଉପରକୁ ଚଢ଼ିଗଲା । ଶିଡ଼ି ଚଢ଼ି ପ୍ରଥମ ମହଲାର ବାଲକୋନିରେ ପହଂଚିଗଲା ଓ ସେ ପର୍ଯ୍ୟନ୍ତ ମେଲି ଆସିଥିବା କୃଷ୍ଣଚୂଡ଼ା ଡାଳପତ୍ର ଭିଡ଼ି ଖାଇଲା । ହେଲେ ଆଉ ତଳକୁ ଓହ୍ଲାଇବା ପାଇଁ ବାଟ ପାଇଲା ନାହିଁ ।…
Read More...

ଗାନ୍ଧୀ ପଡ଼ିଆରେ ହେବ ରାମ ମନ୍ଦିର?

ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରାମ ବେଳର କଥା । ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶାଗସ୍ତ କାଳରେ ୧୯୨୧ ମସିହା ମାର୍ଚ୍ଚ ୨୫ ତାରିଖରେ ସେ ଭଦ୍ରକଠାରେ ପହଂଚିଥିଲେ । ସ୍ଥାନୀୟ ଏସ୍ଡିଓ ଗାଡ଼ିରେ ଆଣିବାକୁ ଅନୁମତି ନ ଦେବାରୁ ରେଳ ଷ୍ଟେସନରୁ ପାଦରେ ଚାଲି ଚାଲି ଆସି ମହାତ୍ମା ଗାନ୍ଧୀ ହଜାର…
Read More...

ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ୱର- ଆସନ୍ତା ୯ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ଏହାର ପ୍ରଭାବରେ ଝଡ ତୋଫାନ ,ବର୍ଷା ସହ ବଜ୍ରପାତ ନେଇ ୧୩ ଜିଲ୍ଲାକୁ ସର୍ତକ ସୂଚନା ଜାରି କରାଯାଇଛି । ଜଗତସିଂହପୁର, ପୁରୀ, ଗଞ୍ଜାମ ଓ ସୁନ୍ଦରଗଡ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିର୍ଂ ଜାରି କରାଯାଇଥିବା ବେଳେ…
Read More...

ନରସିଂହପୁର ୭୨ ଘଂଟିଆ ସଟଡାଉନ

କଟକ- ନିଜିଗଡ ଗ୍ରାମପଂଚାୟତ ଅଧିନ ତହସିଲ କାର୍ଯ୍ୟାଳୟର ଦୁଇ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ସରପଂଚ ୭୨ ଘଂଟିଆ ସଟଡାଉନ ଘୋଷଣା କରିଛନ୍ତି । ଗତକାଲି ରାତି ୯ ଟାରୁ ସେମବାର ସକାଳ ୫ ଟା ପର୍ଯ୍ୟନ୍ତ ଏହି ସଟଡାଉନ ବଳବତର ରହିବ । ଏହି ସମୟରେ ମେଡିସିନ ଦୋକାନ ଓ ପେଟ୍ରୋଲ ପମ୍ପ…
Read More...

ନବରଙ୍ଗପୁର ୩ ଦିନିଆ ସଟଡାଉନ

ନବରଙ୍ଗପୁର- ନବରଙ୍ଗପୁର ଜିଲ୍ଲାକୁ ୩ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ଶନିବାର ସକାଳ ୫ ଟାରୁ ୧୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ । ନବରଙ୍ଗରେ କରୋନା ସଂକମ୍ରଣ ଦ୍ରୁତ ଗତିରେ ବୃଦ୍ଧି ପାଇଥିବାରୁ ଏଭଳି ନିଷ୍ପତି ନିଆଯାଇଛି । ସ୍ଥାନୀୟ…
Read More...

ଡାକ୍ତରଙ୍କ ଆକାଉଂଟରୁ ଲକ୍ଷାଧିକ ଟଙ୍କା ଗାଏବ କରି ସୁନ୍ଦରୀ ଯୁବତୀ ଗିରଫ

ଅନୁଗୋଳ- ଜଣେ ଅବସରପ୍ରାପ୍ତ ହୋମିଓପ୍ୟାଥିକ ଡାକ୍ତରଙ୍କ ଆକାଉଂଟରୁ ଲକ୍ଷାଧିକ ଟଙ୍କା ହଡପ କରି ଗିରିଫ ହୋଇଛନ୍ତି ଜଣେ ସୁନ୍ଦରୀ ଯୁବତୀ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ପୂରା ୪ ଲକ୍ଷ ୫୭ ହଜାର ୩୮୫ ଟଙ୍କା ୮୪ ପଇସା ଗାଏବ ହୋଇଯାଇଛି । ବିିଭିନ୍ନ କିସ୍ତିରେ ଏସବୁ ଟଙ୍କା ଉଠା ହୋଇଥିବା…
Read More...

ଖର୍ଚ୍ଚ ହିସାବ ଦେଇନାହାନ୍ତି ସମ୍ବଲପୁର ଓ ରେଭେନ୍ସା ବିଶ୍ବବିଦ୍ୟାଳୟ

ଭୁବନେଶ୍ବର:୨୦୧୯-୨୦ ଆର୍ଥିକ ବର୍ଷ‌ରେ ଜିଆଇଏ ଦରମା ପାଇଁ ସରକାର ଦେଇଥିବା ଅର୍ଥର ହିସାବ ଦାଖଲ କରିନି ରେଭେନ୍ସା ବିଶ୍ବବିଦ୍ୟାଳୟ। ଏଯାବତ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅର୍ଥର ହିସାସ ବା ବିନିଯୋଗ ପ୍ରମାଣପତ୍ର ପ୍ରଦାନ କରାଯାଇନି। ସେହିପରି ସମ୍ବଲପୁର ବିଶ୍ବବିଦ୍ୟାଳୟ ଚତୁର୍ଥ ଶ୍ରେଣୀ…
Read More...

ଓଡ଼ିଶା ରୋଲ୍‍ ମଡେଲ୍‍, ସୁନାମି ସୁପରିଚାଳନା ପାଇଁ ୨ଗ୍ରାମକୁ ୟୁନେସ୍କୋ ସାର୍ଟିଫିକେଟ୍‌

ଭୁବନେଶ୍ୱର: ସୁନାମି ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ସଫଳତା। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ଦୁଇଟି ଉପକୂଳ ଗ୍ରାମକୁ ସୁନାମି ମୁକାବିଲା ପ୍ରତିରୋଧୀ (ମୁକାବିଲା ପାଇଁ ପ୍ରସ୍ତୁତ) ବୋଲି ୟୁନେସ୍କୋ ପକ୍ଷରୁ ଘୋଷଣା କରାଯାଇଛି। ଭାରତ ମହାସାଗର ଅଞ୍ଚଳ ଭାବେ ଭାରତକୁ ଏହି ସଫଳତା…
Read More...

ବିଶ୍ୱ ହସ୍ତତନ୍ତ ଦିବସ: ପଶ୍ଚିମ ଓଡିଶାରେ ହସ୍ତତନ୍ତ, ପର୍ଯ୍ୟଟନ ଓ କାରିଗରୀ ଗାଁ ପ୍ରତିଷ୍ଠା ଦାବି କଲା ଗ୍ଲୋ

ବଲାଙ୍ଗୀର : ସାରା ବିଶ୍ୱ ପାଳନ କରୁଛି ବିଶ୍ୱ ହସ୍ତତନ୍ତ ଦିବସ । ହସ୍ତତନ୍ତ ଉତ୍ପାଦ ମାନଙ୍କର ଆବଶ୍ୟକ ପ୍ରଚାର, ବୁଣାକାର ମାନଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରିଥିବା ସତ୍ୱେ ବଲାଙ୍ଗିର ଜିଲା ତଥା ଆଖପାଖ ଜିଲାର ବୁଣାକାର ମାନଙ୍କ ଅବସ୍ଥା ଶୋଚନୀୟ ରହିଛି । ବର୍ତ୍ତମାନ…
Read More...