ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ

ସୁନ୍ଦରଗଡ଼ : ଭାରତୀୟ ନିର୍ବାଚନ କମିଶନ ଦ୍ଵାରା ନିର୍ବାଚନ ତାରିଖ ଘୋଷିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡ଼ା ପରାଗ ଗଭାଲି ଜିଲ୍ଲା ନିର୍ବାଚନ ନିମନ୍ତେ ଜିଲ୍ଲାର ପ୍ରସ୍ତୁତି

ବରଗାଁ ର କୁଷ୍ଠାଶ୍ରମ ଠାରେ ବିଜୁ ଜୟନ୍ତୀ ପାଳନ କଲେ ସାଧୁ ନେପାକ

ବରଗଡ଼ : ଆଜି ସାଧୁ ନେପାକ ବରଗାଁ ର କୁଷ୍ଠାଶ୍ରମ ଠାରେ ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ତଥା ପଂଚାୟତିରାଜ ଦିବସ ଉପଲକ୍ଷେ ବିଜୁ ପଟ୍ଟନାୟକଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ । ପରେ ଆଶ୍ରମର ଅନ୍ତେବାସୀଙ୍କ ମଧ୍ୟରେ ମିଷ୍ଟାନ

ବି.ଏସ.କେ.ୱାଇ ନୂଆ ନବୀନ କାର୍ଡ ବଣ୍ଟନ

ଏରସମା : ଆଜି ଅପରାହ୍ନରେଏରସମା ବ୍ଳକ ପରିସରରେ ବାଲିକୁଦା ଏରସମା ବିଧାୟକ ଶ୍ରୀଯୁକ୍ତ ରଘୁନନ୍ଦନ ଦାସଙ୍କ ଦ୍ୱାରା ଓଡିଶା ସରକାରଙ୍କ ବି.ଏସ.କେ.ୱାଇ  ନୂଆ ନବୀନ କାର୍ଡ ବଣ୍ଟନ କରିଥିଲେ। ଏହି ଉତ୍ସବରେ ଏରସମା ବିଡ଼ିଓ ଲମ୍ବୋଦର ଖୁଣ୍ଟିଆ, ଅଧ୍ୟକ୍ଷା ଲଷ୍ମୀପ୍ରିୟା ମହାପାତ୍ର, ସମିତି ସଭ୍ୟା

ଚୋରି ଅଭିଯୋଗରେ ୭ ଆନ୍ତଃରାଜ୍ୟ ମହିଳାଙ୍କୁ କୋର୍ଟ ଚାଲାଣ

କାଲିମେଳା : ମାଲକାନଗିରି ଜିଲା କାଲିମେଳା ବ୍ଲକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ଗୋଦାମ ଗୃହରୁ ତାଲା ଭାଙ୍ଗି ଚୋରି  କରୁଥିବା ୭ ଆନ୍ତଃରାଜ୍ୟ ଚୋର ମହିଳାମାନେ ମୁଣ୍ଡର ଚୁଟି ନେଇ ତା ବଦଳରେ ଗିନାର ଅଦଳବଦଳ ବିକ୍ରି କରୁଥିବା ବାହାନାରେ ପୋଡ଼ଶୀ ରାଜ୍ୟ ତେଲେଙ୍ଗାନାରୁ ଓଡିଶା

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ସମ୍ବଲପୁରରୁ ମୌର୍ଯ୍ୟ ଏକ୍ସପ୍ରେସର ଶୁଭାରମ୍ଭ

• ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶ ସହିତ ସିଧାସଳଖ ସଂଯୋଗ |• ବ୍ୟବସାୟ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବାଗୁଡିକ ସହଜ ହେବ |• ପର୍ଯ୍ୟଟନ ଏବଂ ସାଂସ୍କୃତିକ ବିନିମୟକୁ ବୃଦ୍ଧି କରିବ |• ଗୋରଖପୁର-ହଟିଆ-ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସର ସମ୍ବଲପୁର ପର୍ଯ୍ୟନ୍ତ

ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ଥାଇ ମଧ୍ୟ ଜଳକଷ୍ଟ ଭୋଗୁଛନ୍ତି ଉତ୍ତରସେଲୀ ଗ୍ରାମବାସୀ

ଗୋଷାଣି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ବଡଗୋଷାଣି ପଞ୍ଚାୟତ ଅନ୍ତର୍ଗତ ଉତ୍ତରସେଲୀ ଗ୍ରାମରେ ପାନୀୟ ଜଳ ପାଇଁ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ହୋଇଛି । ହେଲେ ବିଭାଗୀୟ ଅଣ ଦେଖା ଯୋଗୁଁ ଆଜି ବି ଜଳକଷ୍ଟ ଭୋଗୁଛନ୍ତି ଗ୍ରାମବାସୀ । ଖରା ହେଉକି ବର୍ଷା କି ଶୀତ ଦିନ ବର୍ଷ ତମାମ ପାନୀୟ ଜଳ ପାଇଁ

ଚାଖଣ୍ଡେ ଜମିରେ ପରିବା ଚାରା ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇଛନ୍ତି ମନସାଏ

ଝରିଗାଁ : ଜୀବନଜୀବିକା କହିଲେ ଆର୍ଥିକ ଆବଶ୍ୟକତା। ଏହାକୁ ପାଇବାକୁ ହେଲେ ଅନେକ ଉପାୟ ଅଛି କିନ୍ତୁ ନିଆରା ଦୃଷ୍ଟିଭଙ୍ଗୀ ,ଦୃଢ ଇଛାଶକ୍ତି ପୁଣି କୋଠର ପରିଶ୍ରମ ଆବଶ୍ୟକ। ଘର ଡିହ ସ୍ୱଳ୍ପ ଜମିରେ ବିଭିନ୍ନ ପ୍ରକାର ପନିପରିବା ଓ ଗେଣ୍ଡୁ ଫୁଲ ଆଦି ତୋଳି ପ୍ରତୁତ କରି ସର୍ବନିମ୍ନ ମୂଲ୍ୟରେ

ସାଧାରଣ ନିର୍ବାଚନ -2024 ପ୍ରସ୍ତୁତି ପାଇଁ ଜିଲ୍ଲାସ୍ତରୀୟ ତାଲିମ୍

ନବରଙ୍ଗପୁର : ସାଧାରଣ ନିର୍ବାଚନ-2024 ନିମନ୍ତେ ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ଏଥି ନିମନ୍ତେ ମାନବ ସମ୍ବଳ ପରିଚାଳନା ନେଇ ଚାରି ଦିନିଆ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜିଲ୍ଲାସ୍ତରୀୟ ଏହି ତାଲିମ ଶିବିର ୨୬

ନୂତନ ପଞ୍ଚାୟତ କାର୍ଯ୍ୟାଳୟ କାର୍ଯ୍ୟକାରୀ ନହେଲେ ଭୋଟ ବର୍ଜନ ଧମକ ଦେଲେ ୭ ଟି ୱାର୍ଡର ମତଦାତା

ଝରିଗାଁ : ଆଜିକୁ ୨ ବର୍ଷ ହେବ ଦ୍ଵନ୍ଦ ବିବାଦ ଗୋଷ୍ଠୀକନ୍ଦଳ ଯୋଗୁଁ କାର୍ଯ୍ୟକାରି ହୋଇପାରୁନାହିଁ ଇଚ୍ଛାପୁର ଗ୍ରାମ ପଞ୍ଚାୟତ ନୂତନ ନିର୍ମିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ। ଯାହା ଫଳରେ ୭ ଖଣ୍ଡ ୱାର୍ଡ ୧,୨,୩,୮,୯,୧୦,୧୧ ଆଦି ୱାର୍ଡ ବାସିନ୍ଦାଙ୍କ ପାଇଁ ନାହିଁ ନ ଥିବା ସମସ୍ୟା

କୈରାଲୀ କଲେଜରେ ଜାତୀୟ ବିଜ୍ଞାନ ଦିବସ

ଚମ୍ପୁଆ : ଚମ୍ପୁଆସ୍ଥିତ କୈରାଲୀ ଯୁକ୍ତ ତିନି ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ସଭାଧକ୍ଷ ଡଃ.ରାଜମୋହନ ପି.ଏସ, ସମ୍ପାଦିକା ଶ୍ରୀମତୀ ଉମା ରାମମୋହନ,ପରିଚାଳକ ମୁରଲୀଧରନ୍ କେ.ଏସ.,କାର୍ଯ୍ୟାଳୟ ଅଧ୍ୟକ୍ଷ ଦୈତାରୀ ସାହୁ,