ତୃଟିପୂର୍ଣ୍ଣ ପରୀକ୍ଷା କେନ୍ଦ୍ର ଚିହ୍ନଟ, ଛାତ୍ର ଛାତ୍ରୀ ହେବେ ହଇରାଣ

ନୂଆପଡା : ଓଡ଼ିଶା ସରକାର ପିଲାଙ୍କ ଭବିଷ୍ୟତ ଓ ସୁବିଧା ନିମନ୍ତେ  ଗଢ଼ି ତୋଳିଛନ୍ତି ଆଦର୍ଶ ବିଦ୍ୟାଳୟ । ପିଲା ସୁବିଧାରେ ପଢ଼ିବେ ଓ ବଢ଼ିବେ ହେଉଛି ମୂଳ ଲକ୍ଷ୍ୟ । ବର୍ତ୍ତମାନ ହେବାକୁ ଥିବା ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ଗୁଡ଼ିକର ନାମ ବାହାରି ସାରିଛି । ସୂଚନା

ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳର ପ୍ରବେଶ ପଥରେ ବାଧକ ସାଜିଛି ପିଆଇସିଟି ରେଳ ଫାଟକ

ପାରାଦୀପ : ପାରାଦୀପ ବନ୍ଦର ପଣ୍ୟ କାରବାରରେ ସଫଳତା ହାସଲ କରି ସର୍ବ ଭାରତୀୟ ବୃହତ ବନ୍ଦର ଇତିହାସରେ ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ସ୍ଥାପନ କରିଚାଳିଛି l ତେବେ ଏହି ସଫଳତା ପଛରେ ବନ୍ଦରର କର୍ମଚାରୀ, ଅଧିକାରୀ ଏବଂ ବନ୍ଦର ବ୍ୟବହାରକାରୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି l

ଦୁଇଦିନିଆ ଜ଼ିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

୫୬୦ ଜଣ ପର୍ଯ୍ୟାୟ କ୍ରମେ ବିଭିନ୍ନ ତାଲିମ ଓ ନିଯୁକ୍ତି ପାଇବାକୁ ଯୋଗ୍ୟ ୧୮ ଜଣଙ୍କୁ ଜିଲାପାଳ ପ୍ରଦାନ କଲେ ନିଯୁକ୍ତି ପତ୍ର ନବରଙ୍ଗପୁର : ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ଆରସିଡି ହାଇସ୍କୁଲ ପଡିଆ ଠାରେ ଜ଼ିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । 

ଅବରୋଧ ଗତିପଥ,ବାଟବଣା ହାତୀ

ଯୋଡା : କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜ ଅନ୍ତର୍ଗତ କାହ୍ନୁ ପୁର ଜଙ୍ଗଲରେ ହାତୀ ପଲଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ଜମିଥିଲ। । ଗ୍ରାମବାସୀଙ୍କ କହିବା ଅନୁଯାୟୀ,ସୋମବାର ରାତିରେ ଚମ୍ପୁଆ ରେଞ୍ଜ ମିରିଗଶିଙ୍ଗ। ଅଞ୍ଚଳରୁ ବୈତରଣୀ ନଦୀ ପାରି କରି  ୧୧ ଟିକିଆ ହାତୀପଲ ଆସିଥିଲେ । ସକାଳ ସମୟ

ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନର ଜିଲ୍ଲାସ୍ତରୀୟ ବୈଠକ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ସ୍ଥିତ ପାତାଳଗଙ୍ଗା ଠାରେ ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନ କମିଟିର ଜିଲ୍ଲା ଆବାହକ ମେଘନାଦ ଖର୍ସେଲଙ୍କ ନେତୃତ୍ୱ ରେ ବିଭିନ୍ନ ବିଷୟ ରେ ଆଲୋଚନା କରଯାଇଥିଲା।

ଲୁମେକ୍ସ ଏବଂ ବ୍ରାଇଟ୍ ହୋମ୍ସ ଡେକୋର ଠକେଇ

ଏତଲାର ୩୦ମାସ ପରେ ବି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ପୋଲିସ ବିଫଳ ଭୁବନେଶ୍ୱର : ଲୁମେକ୍ସ ଏବଂ ବ୍ରାଇଟ୍ ହୋମ୍ସ ଡେକୋର ଠକେଇ ଏବଂ ଜାଲିଆତି କିଙ୍ଗପିନ୍ ସୋନିଆ ବିରୁଦ୍ଧରେ ପ୍ରଥମ ଏଫ୍ଆଇଆର୍ ପଞ୍ଜୀକରଣର ୩୦ ମାସ ପରେ ମଧ୍ୟ ଓଡ଼ିଶା ପୋଲିସ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇ

ରେଳ ରେକ ପଣ୍ୟ ପରିଚାଳନାରେ ପାରାଦୀପ ବନ୍ଦରର ସର୍ବକାଳୀନ ରେକର୍ଡ

ପାରାଦୀପ : ସର୍ବ ଭାରତୀୟ ବୃହତ ବନ୍ଦର ପଣ୍ୟ ପରିଚାଳନା କ୍ଷେତ୍ରରେ ପାରାଦୀପ ବନ୍ଦର ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରି ଏକ ନମ୍ବର ବନ୍ଦର ଭାବେ ପରିଗଣିତ ହେଉଥିବା ବେଳେ ଚଳିତ ଫେବୃଆରୀ ମାସ ୪ ତାରିଖ ରବିବାର ଗୋଟିଏ ଦିନରେ ୭୯ ଟି ରେଳ ରେକ ପରିଚାଳନା କରି ସର୍ବ ଭାରତୀୟ ସ୍ତରରେ ଏକ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିବେଶ ବିଜ୍ଞାନ ବିଭାଗ,ବ୍ରହ୍ମପୁର ବନ ବିଭାଗ ଏବଂ ଜିଲ୍ଲା ଇକୋ କ୍ଲବ୍ ମିଳିତ ଭାବେ ପାଳନ…

ବ୍ରହ୍ମପୁର : ଆର୍ଦ୍ରଭୂମି ବିଷୟରେ ସଚେତନତା ସୃଷ୍ଟି କରିବାର ଆଉ ଏକ ପ୍ରୟାସ ବିଶ୍ୱ ଆର୍ଦ୍ରଭୂମି ଦିବସ-୨୦୨୪ ପୋଷ୍ଟ ଗ୍ରାଜୁଏଟ୍ ବିଭାଗ ପରିବେଶ ବିଜ୍ଞାନ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବନ ବିଭାଗ ଏବଂ ଜିଲ୍ଲା ଇକୋ କ୍ଲବ୍, ଗଞ୍ଜାମ ମିଳିତ ଭାବେ ବିଶ୍ୱ ଆର୍ଦ୍ରଭୂମି ଦିବସ

ମତଦାନ କେନ୍ଦ୍ରର ନାମକରଣ ଓ ସ୍ଥାନ ପରିବର୍ତ୍ତନ ସମ୍ପର୍କରେ ରାଜନୈତିକ ଦଳକୁ ନେଇ ବୈଠକ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ବାଲିଗୁଡା ଏବଂ ଘୁ.ଉଦୟଗିରି  ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କିଛି ମତଦାନ କେନ୍ଦ୍ରର ନାମକରଣ ଓ ସ୍ଥାନ ପରିବର୍ତ୍ତନ ନେଇ ଏକ ରାଜନୈତିକ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳ

ଇଫକୋ ପକ୍ଷରୁ ଦିନିକିଆ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ : ନାନୋ ୟୁରିଆ ପ୍ରୟୋଗ ଉପରେ ଗୁରୁତ୍ୱ

ପାରାଦୀପ : ଦେଶର ଅଗ୍ରଣୀ ସାର ଉତ୍ପାଦନକାରୀ ସଂସ୍ଥା ଇଫକୋ ପାରାଦୀପ ୟୁନିଟ ଏବଂ ଏହାର ସହଯୋଗୀ ଅନୁଷ୍ଠାନ କୋର୍ଡେଟ ସଂସ୍ଥାର ମିଳିତ ସହଯୋଗରେ କେନ୍ଦ୍ରାପଡା ଜିଲ୍ଲାର କୁସୁନପୁର ଗ୍ରାମ ସ୍ଥିତ ବଡବେତରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଦିନିକିଆ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ