Browsing Category

ରାଜ୍ୟ

ଶୁଭାରମ୍ଭ ହେବାକୁ ଯାଉଛି ଓଡ଼ିଶାର ସର୍ବ ବୃହତ ଫ୍ଲାଇଓଭର ବ୍ରିଜ

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳରେ ଯୋଡ଼ା ସହର ଦେଇ ଯାଇଥିବା ୨ ନମ୍ବର ବିଜୁ ପଟ୍ଟନାୟକ ରାଜ୍ୟ ରାଜପଥ ଏକ ବ୍ୟସ୍ତ ବହୁଳ ସଡକ । ଏହି ରାସ୍ତାଦେଇ ହଜାର ହଜାର ଟ୍ରକ ଦେଶର ବିଭିନ୍ନ ପ୍ରାନ୍ତକୁ ଖଣିଜ ପରିବହନ କରିଥାନ୍ତି । ଉକ୍ତ ରାସ୍ତାର ଦୁଇ କଡରେ ଅନେକ ଗୁଡିଏ ବିଦ୍ୟାଳୟ ଓ
Read More...

ବିଏସଏଫ କୁ ମିଳିଛି ସଫଳତା: ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି : ସର୍ଚ୍ଚ ଅପରେସନ ବେଳେ ବିଏସଏଫକୁ ମିଳିଲା ବଡ ସଫଳତା । ମାଲକାନଗିରି ଜିଲ୍ଲାର ପଡ଼ିଆ ଥାନା ଅନ୍ତର୍ଗତ ସିଲାକୋଟା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବିପୁଳ ମାଓ ସାମଗ୍ରୀ ଜବତ ହେବା ସହ ବିଏସଏଫ ଯବାନ ବୋମା ନିଷ୍କ୍ରିୟ କରିଛନ୍ତି । ଶନିବାର ସକାଳେ ବିଏସଏଫ ୧୪୨ ବାଟାଲିୟନ ଯବାନମାନେ
Read More...

ରାଜ୍ୟପାଳଙ୍କ ଦିନିକିଆ ନବରଙ୍ଗପୁର ଜିଲ୍ଲା ଗସ୍ତ

ନବରଂଗପୁର : ନବରଂଗପୁର ଜିଲ୍ଲାକୁ ଦିନିକିଆ ଗସ୍ତରେ ରାଜ୍ୟପାଳ ଶ୍ରୀ ରଘୁବର ଦାସ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରା ଯାଇଛି। ବିମାନ ଯୋଗେ ରାଜ୍ୟପାଳ ଜୟପୁରରେ ପହଞ୍ଚିବା ପରେ ସେଠାରୁ ନବରଙ୍ଗପୁର
Read More...

ନବରଙ୍ଗପୁର ଜିଲ୍ଲା ସ୍ତରୀୟ ମୂଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪

ନବରଙ୍ଗପୁର : ଶନିବାର ଦିନ ସ୍ଥାନୀୟ ରାଜା ଚୈତନ୍ୟ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ, ନବରଙ୍ଗପୁର ଖେଳ ପଡିଆ ପରିସରରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଆୟୋଜନ ହୋଇଥିଲା । ଏହି ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାଗଙ୍କ ଅଧ୍ୟକ୍ଷତାରେ
Read More...

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ

ଏରସମା : ଏରସମା ବ୍ଲକ୍ କୁଞ୍ଜକୋଠି ଗ୍ରାମକୁ ପାନୀୟ ଜଳ ସମସ୍ୟାର ଅନୁଧ୍ୟାନ କରିବାକୁ ଯାଇ, ବିଭାଗୀୟ ସହକାରୀ ନିର୍ବାହୀଯନ୍ତ୍ରୀ ଗ୍ରାମବାସୀଙ୍କ ଦ୍ୱାରା ଦୀର୍ଘ ସମୟ ଘେରାବନ୍ଦୀରେ ପଡ଼ିଛନ୍ତି। କୁଞ୍ଜକୋଠି ଗ୍ରାମରେ ପ୍ରତିବର୍ଷ ଗ୍ରୀଷ୍ମ ସମୟରେ ପାନୀୟ ଜଳ ସମସ୍ୟା ଉପୁଜିଥାଏ। ଏଥିପାଇଁ
Read More...

ଦେଶର ରେଳ ଭିତ୍ତିଭୂମିରେ ପରିବର୍ତ୍ତନ ଆଣିବା ଦିଗରେ ଏକ ଐତିହାସିକ ପଦକ୍ଷେପ

ଭୁବନେଶ୍ୱର : ଦେଶର ରେଳ ଭିତ୍ତିଭୂମିରେ ପରିବର୍ତ୍ତନ ଆଣିବା ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୬ ଫେବୃଆରୀ ୨୦୨୪ ରେ ୫୫୪ ଟି ରେଳ ଷ୍ଟେସନ ଏବଂ ୧୫୦୦ ଆରଓବି / ଆରୟୁବି ପ୍ରକଳ୍ପର ପୁନଃବିକାଶ ପାଇଁ ଶିଳାନ୍ୟାସ କରିବେ । ପୂର୍ବତଟ
Read More...

ଯୋଡା ଖଣି ଉପ ନିର୍ଦ୍ଦେଶକଙ୍କୁ ଭେଟିଲେ ଟ୍ରକ୍ ମାଲିକ ସଙ୍ଘ

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ଖଣି ଅଞ୍ଚଳରେ ଟ୍ରକ୍ ଦ୍ଵାରା ହେଉଥିବା ଚୋର। ଖଣିଜ କାରବାରକୁ ରୋକିବା ପାଇଁ ଯୋଡା ଖଣି ଉପ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ନୂତନ ନିୟମକୁ ତର୍ଜମା କରି ପଦକ୍ଷେପ ନେବା ପାଇଁ ଶୁକ୍ରବାର ଟ୍ରକ୍ ମାଲିକ ମାନେ ଯୋଡା ଖଣି ଉପ ନିର୍ଦ୍ଦେଶକଙ୍କ ଦୃଷ୍ଟି
Read More...

ସୋନିଆଙ୍କ ରକ୍ଷା କବଚ କିଏ?

ଭୁବନେଶ୍ୱର : ଧର୍ମକୁ ଆଖି ଠାର ପରି ଚାର୍ଜସିଟରେ ଯଥେଷ୍ଟ ପ୍ରମାଣ ଠକମାନଙ୍କ ବିରୁଦ୍ଧରେ ଥାଇ ସୁଦ୍ଧା ଇଓଡବ୍ଲୁ ସୋନିଆ ଓ ଅନ୍ୟ ଅପରାଧୀମାନଙ୍କୁ ଗିରଫ ନ କରିବା ସାଧାରଣରେ ଇଓଡବ୍ଲୁ ର ବିଶ୍ୱାସନୀୟତା ପ୍ରତି ଗଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଗୁଆ ଜାମିନ ଖାରଜ ଏବଂ
Read More...

ଦିଦିଙ୍କର ଚେତାବନୀ ଦାବି ପୂରଣ ନହେଲେ ୨୯ ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ

ମାଲକାନଗିରି : ଦୀର୍ଘ ଦିନ ଧରି ଅଙ୍ଗନୱାଡ଼ି କର୍ମଚାରୀ କରିଆସୁଥିବା ଦାବି ସରକାର କେବେ ପୂରଣ କରିବେ। ତାହା ଏବେ ବଡ଼ ପ୍ରଶ୍ନ। ଅଲ୍ ଓଡି଼ଶା ଅଙ୍ଗନୱାଡ଼ି ଲେଡିସ ୱାର୍କର ଆସୋସିଏସନ ପକ୍ଷରୁ ବାରମ୍ବାର ରାଜ୍ୟ ସରକାରଙ୍କୁ  ଦାବି କରିଆସୁଥିଲେ ମଧ୍ୟ ତାହା ଉପରେ ଏପର୍ଯ୍ୟନ୍ତ ପୁର୍ଣ୍ଣଛେଦ୍
Read More...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଷୀ ଆତ୍ମହୂତି ଉଦ୍ୟମ

ଜଳସେଚନ ପାଇଁ ୪ ବର୍ଷ ହେଲା ନୟାନ୍ତ ଅନନ୍ତ ନବରଙ୍ଗପୁର : ଏକ ଅଭାବନୀୟ ଘଟଣାଚକ୍ରରେ ଚାଷୀ ଆତ୍ମହୂତି କରିବା ଘଟଣା ଲଜ୍ଜିତ କରିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୋଷାଗୁମୁଡା ବ୍ଲକ ଏମ କାରାଗାଁର ଚାଷୀ ଅନନ୍ତ ରାମ ଭତ୍ରା କିରୋସିନ ଢାଳି ହୋଇ ନିଜକୁ ଆତ୍ମହୂତି ଉଦ୍ୟମ
Read More...